ଷ୍ଟେସନ ବଜାରରେ ଏଥର ନାହିଁ ତୋରଣ, ଅନଲାଇନରେ ଶ୍ରଦ୍ଧାଳୁ କରିବେ ଦର୍ଶନ - station market durga puja
🎬 Watch Now: Feature Video
ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜାରେ ରାଜଧାନୀର ଯେଉଁ କେତୋଟି ପୂଜା ମଣ୍ଡପ ଚର୍ଚ୍ଚିତ ମଧ୍ୟରୁ ଷ୍ଟେସନ ବଜାର ଅନ୍ୟତମ । ପ୍ରତିବର୍ଷ ନିଜର ଆକର୍ଷଣୀୟ ତୋରଣ ଓ ସଜ୍ଜସଜା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରଥମ ପସନ୍ଦରେ ଥାଏ । ଆଉ ଭୁବନେଶ୍ବରର ପ୍ରଥମ ଚାନ୍ଦି ମେଢ଼ର ତୋରଣ ସହ ସୁନା ମୁକୁଟରେ ମା' ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଚଳିତ ବର୍ଷ କୋରୋନା ଯୋଗୁଁ ସରକାର ଅନେକ କଟକଣା ଜାରି କରିଛନ୍ତି ।