ବାଲୁକା କଳାରେ ରଥ ଗଡାଇଲେ ସୁଦର୍ଶନ ପଟ୍ଟନାୟକ - ପୁରୀ ରଥଯାତ୍ରା ୨୦୨୦
🎬 Watch Now: Feature Video

ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଶୂନ୍ୟ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ । ମହାମାରୀ କୋରୋନା କଟକଣାରେ ଚଳିତ ବର୍ଷ ପାଳିତ ହେଉଛି ଘୋଷଯାତ୍ରା । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ରଥ ।