ନଭେମ୍ବର 12ରୁ ବାଲିଯାତ୍ରା, ରିକ୍ସାର ମଜା ନେବେ ସହରିଆ - rickshaw to be grant entry in bali yatra
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4874932-thumbnail-3x2-rickshaw.jpg)
ରିକ୍ସା ଚାଳକଙ୍କୁ ଗ୍ରୀନ ସିଗନାଲ । ଚଳିତବର୍ଷ ଲୋକେ ରିକ୍ସା ମାଧ୍ୟମରେ ଉଠାଇପାରିବେ ବାଲିଯାତ୍ରାର ମଜା । ଏଥିପାଇଁ ବାଲିଯାତ୍ରାରୁ ଚାଲିବ ‘ମୋ କଟକ ବାଲିଯାତ୍ରା ରିକ୍ସା’ ।