ନୀଳାଚଳେ ଜଗନ୍ନାଥ: ପହଣ୍ଡି ବିଜେ ତଥ୍ୟ ଓ ତତ୍ତ୍ବ - ପହଣ୍ଡି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7739206-thumbnail-3x2-pahandi.jpg)
ସିଂହାସନରୁ ରଥକୁ ଓ ରଥରୁ ସିଂହାସନକୁ ତିନିମୂର୍ତ୍ତୀ ପହଣ୍ଡି ବିଜେ ହୋଇଆସନ୍ତି । ଗୋଟି ପହଣ୍ଡି ଓ ଧାଡି ପହଣ୍ଡି ଭେଦରେ ପହଣ୍ଡି ଦୁଇପ୍ରକାର । ମହାପ୍ରଭୁମାନଙ୍କୁ ଗୋଟି ଗୋଟି କରି ପହଣ୍ଡି ବିଜେ କରିବାକୁ ଗୋଟି ପହଣ୍ଡି ଓ ଏକାବେଳକେ ମହାପ୍ରଭୁଙ୍କ ବିଜେ କରିବାକୁ ଧାଡି ପହଣ୍ଡି ବିଜେ କୁହାଯାଏ ।