thumbnail

By

Published : Dec 23, 2020, 11:21 AM IST

ETV Bharat / Videos

ଖୋଲିଲା ଶ୍ରୀନ୍ଦିର, ଦର୍ଶନ କଲେ ସେବାୟତ ପରିବାର

ପୁରୀ: ଆଜିଠୁ ଶ୍ରୀମନ୍ଦିର ଖୋଲିଛି । ପ୍ରଥମ ଦିନରେ ସେବାୟତ ପରିବାର ଦର୍ଶନ କରୁଛନ୍ତି । ପୂର୍ବରୁ ସେବାୟତମାନେ ହିଁ ଦର୍ଶନ କରିପାରୁଥିବାବେଳେ ଆଜିଠୁ ସେମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ଚାରିଦ୍ବାର ବାଟେ ସେବାୟତଙ୍କ ପରିବାର ଦର୍ଶନ କରି ଆତ୍ମାତୃପ୍ତି ଲାଭ କରୁଛନ୍ତି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ଶୁଣନ୍ତୁ କଣ ରହିଛି ସେବାୟତଙ୍କ ପ୍ରତିକ୍ରିୟା । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.