'ବୈବାହିକ ଜୀବନର ଚିରସ୍ଥାୟିତ୍ବ ଚାହୁଁଛନ୍ତି ବର୍ଷା' - Anubhav Vs Barsa
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8722578-thumbnail-3x2-barsa.jpg)
କଟକ: ଅନୁଭବଙ୍କ ଘରେ ଡରୁଛନ୍ତି ବର୍ଷା। ଗତକାଲି ପୋଲିସକୁ ଫୋନ କରି ବର୍ଷା ସୁରକ୍ଷା ଲୋଡିଥିଲେ। ଏଭଳି ପରିସ୍ଥିତିରେ ଅନୁଭବଙ୍କ ନାମରେ ଘରୋଇ ହିଂସାର ମାମଲା ରୁଜୁ କରିଥିବା ଅଭିନେତ୍ରୀ ବର୍ଷା ଆଗକୁ ଅନୁଭବଙ୍କ ଘରେ ରହିବେ ନା ନାହିଁ ସେନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥଙ୍କ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Sep 8, 2020, 4:05 PM IST