ରାଜଧାନୀରେ ଜାରି ହେବ ଲକଡାଉନ - ରାଜଧାନୀ ଭୁବନେଶ୍ବର
🎬 Watch Now: Feature Video

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଜାରି କରାଯିବ ସମ୍ପୂର୍ଣ୍ଣ ଲକଡାଉନ । ପୂର୍ବରୁ ଶନିବାର ଓ ରବିବାର ଜାରି କରାଯାଉଥିବା ସାପ୍ତାହିକ ସଟଡାଉନକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।