କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-5 - Dr. Lalit Mohan Nayak

🎬 Watch Now: Feature Video

thumbnail

By

Published : May 3, 2020, 6:03 PM IST

Updated : May 3, 2020, 8:51 PM IST

ଜୟପୁର: କୋରୋନାରୁ ମୁକ୍ତି ପାଇଥିବା ଲୋକମାନଙ୍କୁ ଆମେ କୋରୋନା ଚମ୍ପିଆନ୍ସ ନାମରେ ମଧ୍ୟ ଡାକିପାରିବା । ଏମାନଙ୍କର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ । କାରଣ ଏମାନେ ଥରେ ସେ ରୋଗକୁ ଜିତି ଆସିଛନ୍ତି । ତେଣୁ ମିଡିଆ ସେମାନଙ୍କ ଅନୁଭବକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର । ଫଳରେ ଲୋକେ ଭୟଭୀତ ହେବେ ନାହିଁ ବୋଲି କହିଛନ୍ତି ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଆଣ୍ଡ୍‌ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ ।
Last Updated : May 3, 2020, 8:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.