କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-4
🎬 Watch Now: Feature Video
ଜୟପୁର: ପ୍ରଥମତଃ କମ୍ୟୁନିଟି ମିଡିଆକୁ ଆଗକୁ ଆସିବା ଦରକାର । କାରଣ ଗ୍ରାମାଞ୍ଚଳ ଲୋକମାନଙ୍କର ଏନେଇ ଭୟ ରହିଛି । ତେଣୁ ଗଣମାଧ୍ୟମ ଆଗକୁ ଆସି ସଚେତନ କରିବା ଉଚିତ୍ । ଏହାସହ ସରକାର ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଟ୍ରେନିଂ ଦେବା ଉଚିତ୍ କାରଣ ସେମାନେ ହିଁ ପ୍ରକୃତରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିପାରିବେ ବୋଲି ଭଦ୍ରକ, ଯାଜପୁର ଓ ବାଲେଶ୍ବର ଭଳି ରେଡଜୋନକୁ କୋରୋନା ମୁକ୍ତ ପାଇଁ ସରକାରଙ୍କ ଷ୍ଟ୍ରାଟେଜୀ କଣ ହେବା ଦରକାର ଉପରେ ପବ୍ଲିକ୍ ହେଲଥ୍ ଏକ୍ସପର୍ଟ ଆଣ୍ଡ୍ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ ମତ ରଖିଛନ୍ତି ।
Last Updated : May 3, 2020, 8:51 PM IST