କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-2
🎬 Watch Now: Feature Video
ଜୟପୁର: ଯଦି ଆମେ ଆସିଏମଆର ତଥ୍ୟକୁ ଦେଖିବା ତେବେ ପ୍ରାୟ 70 ପ୍ରତିଶତ ଲୋକଙ୍କ ନିକଟରେ ଲକ୍ଷଣ ଦେଖାଯାଉନାହିଁ । ତେବେ ବିନା ଟେଷ୍ଟରେ ଏହା ଆମେ ଜାଣିପାରିବା ନାହିଁ । କିନ୍ତୁ ଏହା ଭାବି ଆମେ ଲୋକଙ୍କୁ ଖରାପ ନଜରରେ ଦେଖି ପାରିବା ନାହିଁ । ଲୋକଙ୍କଠୁ ସାମାଜିକ ଦୂରତା ବଜାୟ ରଖିବା ଏବଂ WHO ନିର୍ଦ୍ଦେଶାବଳିମାନୀ ଚଳିବା ବୋଲି କହିଛନ୍ତି ପବ୍ଲିକ୍ ହେଲଥ୍ ଏକ୍ସପର୍ଟ ଆଣ୍ଡ୍ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ ।
Last Updated : May 3, 2020, 7:21 PM IST