କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-1 - Lalit Mohan Nayak
🎬 Watch Now: Feature Video
ଜୟପୁର: କେବଳ ମାସ୍କ ପିନ୍ଧିବା ଓ ଘରେ ରହିବା ଛଡା ଆମକୁ ହାତ ଗ୍ଲୋବସ୍ ପିନ୍ଧିବା ଜରୁରୀ। ଘରୁ ପଦାକୁ ବାହାରିଲେ ହାତ ଗ୍ଲୋବସ ପିନ୍ଧି ବାହାରିବା ଉଚିତ୍ । ସେହିପରି ମାସ୍କ ପରି ହାତ ଗ୍ଲୋବସ୍ ମଧ୍ୟ ଆମେ ନିଜେ ତିଆରି କରି ଏହାକୁ ବ୍ୟବହାର କରି ପାରିବା ବୋଲି ସାମାଜିକ ଦୂରତା, ମାସ୍କ, ଲକ୍ଡାଉନ ଛଡା ଆଉ କିଛି ବିକଳ୍ପ ଅଛି କି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପବ୍ଲିକ୍ ହେଲଥ୍ ଏକ୍ସପର୍ଟ ଏବଂ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ।
Last Updated : May 3, 2020, 7:12 PM IST