'ସ୍କୁଲ ଓ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ' - ଓଡିଶା ସ୍କୁଲ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9383169-thumbnail-3x2-bmc.jpg)
ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଛି ଅନଲକ 6.0 । ରାଜଧାନୀ ଭୁବନେଶ୍ୱରରେ ସ୍କୁଲ କଲେଜ କେବେ ଖୋଲିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଆସିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ଆଜି(ଶନିବାର) ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।