thumbnail

By

Published : Mar 26, 2020, 3:33 PM IST

ETV Bharat / Videos

କୋରୋନା ସଚେତନତା: ଛତ୍ରବଜାର ପରିବା ମଣ୍ଡିରେ ଗୋଲେଇ ବ୍ୟବସ୍ଥା

କଟକ:ବଜାରରେ ଟଣା ଗଲା ଲକ୍ଷ୍ମଣ ରେଖା। ଏହି ଲକ୍ଷ୍ମଣ ରେଖା ମଧ୍ୟରେ ଛିଡା ହୋଇ ଗ୍ରାହକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ସାମାଜିକ ଦୂରତା ରକ୍ଷାକରିବା ପାଇଁ ଏଭଳି ନିଷ୍ପତି ନେଇଛି କଟକ ଜିଲ୍ଲା ପ୍ରଶାସନ। ଗତ ବୁଧବାର ଛତ୍ରବଜାର ପରିବା ମଣ୍ଡିରେ ପ୍ରବଳ ଭିଡ ହେବା ଖବର ପ୍ରସାରଣ ହେବା ପରେ ଏଭଳି ନିଷ୍ପତି ନେଇଛି ଜିଲ୍ଲାପ୍ରଶାସନ। ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.