କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ୍ ଅଭିଯୋଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ - care hospital pakistan link
🎬 Watch Now: Feature Video
ଭୁବନେଶ୍ବର: ଭୁବନେଶ୍ବର କେୟାର ହସ୍ପିଟାଲକୁ ପାକିସ୍ଥାନୀ କିଡନୀ ମାଫିଆଙ୍କ ବିକ୍ରି କରାଯାଉଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେ କହିଛନ୍ତି ଯେ, ‘ବିଧାୟକଙ୍କ ଅଭିଯୋଗକୁ ସମ୍ମାନ ଦେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେୟାର ହସ୍ପିଟାଲ ଉପରେ ଚଢାଉ ଚାଲିଛି । ତଦନ୍ତକୁ ଦୁଇ ତିନି ଦିନ ଲାଗିବ ।’ ତାପରେ ପୂର୍ଣ୍ଣାଙ୍ଗ ତଥ୍ୟ ମିଳିପାରିବ ।’ ସୂଚନା ଥାଉକି, ରାଜଧାନୀରେ ଥିବା କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ଥିବାର ଗୃହରେ ଅଭିଯୋଗ ହୋଇଥିଲା । ଶୂନ୍ୟକାଳରେ ଏନେଇ ପ୍ରଶ୍ନ କରିଥିଲେ ବିରୋଧୀ ।