ପୋଲିସ କର୍ମଚାରୀଙ୍କ ନାମରେ ଦୁଷ୍କର୍ମ ! ଭୁବନେଶ୍ବରରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା - Candle march in bhubaneswar for puri rape case

🎬 Watch Now: Feature Video

thumbnail

By

Published : Dec 2, 2019, 11:33 PM IST

ଭୁବନେଶ୍ବର: ପୁରୀରେ ପୋଲିସ କର୍ମଚାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ପ୍ରତିବାଦରେ ଭୁବନେଶ୍ବରରେ ପ୍ରଦେଶ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା । କଂଗ୍ରେସ ଭବନରୁ ନବୀନ ନିବାସ ଯାଏ ଶୋଭାଯାତ୍ରାରେ ଗଲେ କର୍ମୀ । ନବୀନ ନିବାସ ଘେରାଉ କରିବାର ରହିଛି ଯୋଜନା । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.