ସୁବାଷ ନୁହେଁ ଶାସକ ଦଳ କ୍ଷମା ମାଗନ୍ତୁ: ମୋହନ ମାଝୀ

🎬 Watch Now: Feature Video

thumbnail

By

Published : Mar 13, 2021, 12:35 PM IST

ଭୁବନେଶ୍ବର: ବିଧାନସଭାର ପରମ୍ପରା ଶାସକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀଙ୍କ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ନହେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ । ଏହା ସହ ଶାସକ ଦଳର ମନ୍ତ୍ରୀ ମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ସୁବାଷ ପାଣିଗ୍ରାହୀ ନୁହଁନ୍ତି ଶାସକ ଦଳ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.