କର୍ମଚାରୀଙ୍କୁ କୋରୋନା ପରେ ବାଲେଶ୍ବର ଆରଟିଓ ଅଫିସ ବନ୍ଦ

By

Published : Jul 13, 2020, 1:36 PM IST

thumbnail
ବାଲେଶ୍ବର: ଦିନକୁ ଦିନ ବାଲେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ବର ଆରଟିଓ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ କର୍ମଚାରୀଙ୍କ କୋରୋନା ପଜେଟିଭ ଆସିବା ପରେ ଆସନ୍ତା 15 ତାରିଖ ଯାଏ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.