ରାଜ୍ୟରେ 60 ବର୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ 8 ପ୍ରତିଶତ: ଶାଳିନୀ ପଣ୍ଡିତ
🎬 Watch Now: Feature Video
ଭୁବନେଶ୍ବର: ବିଶ୍ବରେ ସବୁଠୁ ଅଧିକ 60 ବର୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ହେଉଛନ୍ତି । ଏପରିକି ଏହା ସେମାନଙ୍କ ଜୀବନକୁ ବିପଦ ମୁହଁଙ୍କୁ ଠେଲିଦେଉଛି । ତେବେ ଏପରି ସ୍ଥଳରେ ରାଜ୍ୟରେ ମାତ୍ର 8 ପ୍ରତିଶତ 60 ବର୍ଷରୁ ଅଧିକ ବୟସ୍କ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଯାହା ଆମ ପାଇଁ ଭଲ ଖବର ବୋଲି କହିଛନ୍ତି ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।