ଚିନ୍ତା ବଢାଉଛି ସ୍ବାଇନ ଫ୍ଲୁ, କଟକ ବଡ ମେଡିକାଲରେ ୬ ସନ୍ଦିଗ୍ଧ - କଟକ ବଡ ମେଡିକାଲରେ ୬ ସନ୍ଦିଗ୍ଧ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6399418-761-6399418-1584111351900.jpg)
କଟକ: କୋରୋନାକୁ ନେଇ ସମସ୍ତେ ଭୟଭୀତ ଥିଲା ବେଳେ ଏବେ ଚିନ୍ତା ବଢାଇଛି ସ୍ବାଇନ ଫ୍ଲୁ । କଟକ ବଡ଼ ମେଡିକାଲରେ ଗୁରୁବାର ୬ ଜଣଙ୍କୁ ସ୍ବାଇନ ଫ୍ଲୁ ସନ୍ଦେହରେ ଭର୍ତ୍ତି କରାଯାଇଛି ।