ଅପରାଧୀଙ୍କୁ ଧରିବା ପାଇଁ ଟ୍ବିନ ସିଟିରେ ଉଡିବ ଡ୍ରୋନ - ଟ୍ବିନ ସିଟିରେ ଡ୍ରୋନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10098364-thumbnail-3x2-cp.jpg)
ଭୁବନେଶ୍ବର: କମିଶନରେଟ ପୋଲିସର 13ତମ ପ୍ରତିଷ୍ଠା ଦିବସରେ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ଯୋଜନା । ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଟ୍ବିନ ସିଟିରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଡ୍ରୋନର ସହାୟତା ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏଥିପାଇଁ 5 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।