thumbnail

By

Published : Mar 10, 2022, 10:25 PM IST

Updated : Feb 3, 2023, 8:19 PM IST

ETV Bharat / Videos

4 ରାଜ୍ୟରେ ବିଜୟ, ଉତ୍ସବ ମୁଖର ରାଜ୍ୟ BJP କାର୍ଯ୍ୟାଳୟ

ଭୁବନେଶ୍ବର: ୪ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ । ନେତା ଓ କର୍ମୀ ରାଜ୍ୟ ଭୁବନେଶ୍ବର କାର୍ଯ୍ୟାଳୟରେ ଏକାଠି ହୋଇ ମିଠା ବାଣ୍ଟିବା ସହ ବାଜା ବଜାଇ ଖୁସିରେ ନାଚିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଳିଷ୍ଟ ନେତୃତ୍ବ ଓ ବିଜେପିର ବିକାଶ ମଡେଲ ଉପରେ ୪ ରାଜ୍ୟର ଭୋଟର ମୋହର ମାରିଛନ୍ତି । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି ସରକାର ଗଠନ କରିବ । ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଛି । ଏହି ବିଜୟକୁ ବିକାସର ବିଜୟ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.