thumbnail

By

Published : Mar 21, 2022, 4:24 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Election: ସୋରରେ ଜମୁଛି ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ

ବାଲେଶ୍ବର: ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ । ଦିନ ଯେତିକି ପାଖଉଛି ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋରଦାର ହେଉଛି । ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର 19ଟି ୱାର୍ଡରେ ପ୍ରାର୍ଥୀମାନେ ପ୍ରଚାର ଚଳାଇଥିବା ବେଳେ ଅଧ୍ୟକ୍ଷ ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ କ୍ୟାମ୍ପନିଂକୁ ଜୋରସୋରରେ ଚଳାଇଛନ୍ତି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଅବିନାଶ ପାତ୍ର ସୋର ବଜାରର ପ୍ରତିଟି ଦୋକାନରୁ ଦୋକାନ ବୁଲି ନିଜର ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.