ରିଲାଏନ୍ସ ସେୟାର ବିକ୍ରିରେ ଖସିଲା ପୁଞ୍ଜି ବଜାର, ପୁଣି ମହଙ୍ଗା ଡିଜେଲ - sensex nifty close flat as market loses steam on fag end ril selloff
🎬 Watch Now: Feature Video
ମୁମ୍ବାଇ: କାରବାରର ଶେଷ ଘଣ୍ଚାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସେୟାରର ବିକ୍ରି ଦ୍ବାରା ଖସିଲା ପ୍ରଫିଟ ହାର । ବୁଧବାର କାରବାର ଆରମ୍ଭରୁ ଜାରି ରହିଥିବା ଅଭିବୃଦ୍ଧି ପୁଣି ହ୍ରାସ ପାଇଛି । ଶେଷରେ ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି ସେୟାର ବଜାର । ସେପଟେ ଡିଜେଲ ଦାମ ବି ଗୋଟିଏ ଦିନର ବିରାମ ପରେ ପୁଣି ବଢିଛି । ହେଲେ ପେଟ୍ରୋଲ ଦାମ ଆଜିକୁ 16 ଦିନ ଧରି ସ୍ଥିର ରହିଛି ।