ଧୀମା ଅର୍ଥବ୍ୟବସ୍ଥା : ଚିଦାମ୍ବରମ କିହିଲେ, ଏନପିଏ ହ୍ରାସ ଏକ ଦେଖାଣିଆ ପରିବର୍ତ୍ତନ - Reduction in NPA

🎬 Watch Now: Feature Video

thumbnail

By

Published : Jan 1, 2020, 7:12 PM IST

ଚେନ୍ନାଇ: ବିଦାୟ ନେଇଛି 2019 । ନୂଆ ଆଶା ସହ ପାଦ ଥାପିଛି 2020 । ଏହି ଅବସରରେ ଧୀମା ଅର୍ଥବ୍ୟବସ୍ଥାକୁ ନେଇ ଇଟିଭି ଭାରତ ସହ ଏକ୍ସକ୍ଲୁଭି କଥାବାର୍ତ୍ତା ହେଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଦେଶର ମେରୁଦଣ୍ଡ ଦୁର୍ବଳ ହେଉଥିବାର କାରଣକୁ ବଖାଣି ଏହି ସ୍ବତନ୍ତ୍ର ସାକ୍ଷାତକାରରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଚିଦାମ୍ବରମ । ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.