କୋରୋନା କମ୍ପନ: କଣ ସେୟାର ବଜାର ବନ୍ଦ କରିବେ ସରକାର ? - k subramanian
🎬 Watch Now: Feature Video

ନୂଆଦିଲ୍ଲୀ: କୋରୋନା ଭାଇରସ ତାଣ୍ଡବରେ ବଜାର ବେହାଲ । ସେନସେକ୍ସ ଓ ନିଫ୍ଟି ସର୍ବନିମ୍ନ ସ୍ତରରେ । ତେବେ ଏପରି ସ୍ଥିତିରେ କଣ ବଜାର ବନ୍ଦ କରିବେ ସରକାର ? ଏହି ଭାଇରସ ପ୍ରଭାବରେ ଅର୍ଥନୀତି କେତେ ପ୍ରଭାବିତ ? ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ..