ମାର୍କେଟ ଅପଡେଟ: ସେନସେକ୍ସ 420 ପଏଣ୍ଟ ଚଢିଲା, ତେଲ ଦାମ ସ୍ଥିର - ସେନସେକ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8053661-1075-8053661-1594910280078.jpg)
ମୁମ୍ବାଇ: ଇମ୍ଫୋସିସ ସେୟାରରେ ଜବରଦସ୍ତ ବୃଦ୍ଧି ସହ ଗୁରୁବାର ସେନସେକ୍ସରେ 420 ପଏଣ୍ଟ ବୃଦ୍ଧି ହୋଇଛି । ବୃଦ୍ଧି-ହ୍ରାସ ସହ ବିଏସଇର 30 ସେୟାର ଆଧାରିତ ସେନସେକ୍ସ 419.87 ପଏଣ୍ଟ ବୃଦ୍ଧି ପାଇ 36,471.68 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି ନିଫ୍ଟି ମଧ୍ୟ 121.75 ପଏଣ୍ଟ ବଢି 10,739.95ରେ ପହଞ୍ଚିଛି । ସେପେଟେ ପଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି ।