thumbnail

By

Published : Jul 30, 2020, 6:42 PM IST

ETV Bharat / Videos

ମାର୍କେଟ ରାଉଣ୍ଡଅପ: ସେନସେକ୍ସ ହ୍ରାସ, 11,150 ତଳକୁ ଖସିଲା ନିଫ୍ଟି

ମୁମ୍ବାଇ: ବୈଶ୍ବିକ ସ୍ତରରେ ଦୁର୍ବଳ ସଙ୍କେତ ମଧ୍ୟରେ ଘରୋଇ ବଜାର ହ୍ରାସ ସହ ବନ୍ଦ ହୋଇଛି । ଆର୍ଥିକ କମ୍ପାନୀର ସେୟାର ତଳମୁହାଁ ଯୋଗୁଁ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ଖସିଛି । ଗୁରୁବାର ବିଏସଇର 30 ସେୟାର ସେନସେକ୍ସ 335.06 ପଏଣ୍ଟ ହ୍ରାସ ପାଇ 37,736.07 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଏନଏସଇର 50 ସେୟାର ଆଧାରିତ ନିଫ୍ଟି 100.70 ପଏଣ୍ଟ କମି 11,102.15 ରେ ବନ୍ଦ ହୋଇଛି । ସେପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 4 ପଇସା ହ୍ରାସ ପାଇ 74 ଟଙ୍କା 84 ପଇସାରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.