ବଜାର ଅଭିବୃଦ୍ଧିରେ ଲାଗିଲା ବ୍ରେକ, ପୁଣି ବଢିଲା ପେଟ୍ରୋଲ ଦାମ - ସେନସେକ୍ସ ହ୍ରାସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8495485-575-8495485-1597933464116.jpg)
ମୁମ୍ବାଇ: ବୈଶ୍ବିକ ବଜାର ନକରାତ୍ମକ ପ୍ରଭାବରେ ଘରୋଇ ସେୟାର ବଜାରରେ ବିଏସଇ ସେନସେକ୍ସ ଗୁରୁବାର 394 ପଏଣ୍ଟ ଖସି 38,220.39 ରେ ଓ ଏନଏସଇ ନିଫ୍ଟି 96 ପଏଣ୍ଟ କମି 11.312 ରେ କାରବାର ବନ୍ଦ କରିଛି । ସେହିପରି ଗୋଟିଏ ଦିନର ବିରାମ ପରେ ଗୁରୁବାର ପେଟ୍ରୋଲ ଦାମ ପୁଣି ବୃଦ୍ଧି ହୋଇଛି । କିନ୍ତୁ ଡିଜେଲ ଦାମ ସ୍ଥିର ରହିଛି ।