ମାର୍କେଟ ଅପଡେଟ: ସେନସେକ୍ସ 362 ପଏଣ୍ଟ ଚଢିଲା, ବଢିଲା ସୁନା ରୂପା ଦାମ - ମାର୍କେଟ ଅପଡେଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8318547-454-8318547-1596713786545.jpg)
ମୁମ୍ବାଇ: ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ ଦର ସ୍ଥିର ନେଇ ଘୋଷଣା ପରେ ଅଭିବୃଦ୍ଧି ସହ ବନ୍ଦ ହୋଇଛି ବଜାର । ବିଏସଇ ସେନସେକ୍ସ 362 ପଏଣ୍ଟ ଉଛୁଳି 38 ,025.45 ରେ ବନ୍ଦ ହୋଇଛି । ସେହିପରି ଏନଏସଇର 50 ସେୟାର ଆଧାରିତ ନିଫ୍ଟି 98 .50 ପଏଣ୍ଟ ବଢି 11,200.15 ରେ କାରବାର ବନ୍ଦ କରିଛି । ସେପଟେ ଡଲାର ମୁଲ୍ୟ ହ୍ରାସ ପାଇଥିବାରୁ ସୁନା ଓ ରୂପା ଦାମ ମହଙ୍ଗା ହୋଇଛି ।
Last Updated : Aug 6, 2020, 5:19 PM IST