ମାର୍କେଟ ଅପଡେଟ: 499 ପଏଣ୍ଟ ଚଢିଲା ସେନସେକ୍ସ, ଥମିଛି ତେଲ ତାତି - 499 ପଏଣ୍ଟ ଚଢିଲା ସେନସେକ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7850646-103-7850646-1593610148932.jpg)
ନୂଆଦିଲ୍ଲୀ: ବିଶ୍ବ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ଜୋରଦାର ବୃଦ୍ଧି । ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 499 ପଏଣ୍ଟ ଉଛୁଳି 35,414.45 ପଏଣ୍ଟରେ କାରବାର ବନ୍ଦ କରିଛି । ସେପଟେ ଲଗାତାର ଦୁଇ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମରେ ସ୍ଥିରତା ରହିଛି । ଯେତେବେଳେ କି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ପୁଣି ବଢିଛି ।