ସୋମବାର ବଜାର ବୃଦ୍ଧିରେ ବନ୍ଦ, 449 ପଏଣ୍ଟ ଉଛୁଳିଲା ସେନସେକ୍ସ

🎬 Watch Now: Feature Video

thumbnail
ମୁମ୍ବାଇ : ସୋମବାର ଘରୋଇ ସେୟାର ବଜାରରେ ବମ୍ପର ବୃଦ୍ଧି । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ଓ ଘରୋଇ ବଜାରରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ କମ୍ପାନୀ ସେୟାରରେ ଆସିଛି ଅଭିବୃ୍ଦ୍ଧି । ଏହାର ପ୍ରଭାବରେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ବିଏସଇ ସେନସେକ୍ସ 448.62 ପଏଣ୍ଟ ବଢି 40,431.60 ପଏଣ୍ଟରେ ପହଞ୍ଚିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 110.60 ପଏଣ୍ଟ ଉଛୁଳି 11,873.05 ପଏଣ୍ଟରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.