ପ୍ରଫିଟର ସହ ବନ୍ଦ ସେୟାର ବଜାର, ପେଟ୍ରୋଲ ଦାମରେ ବୃଦ୍ଧି ଜାରି - ମାର୍କେଟ ଅପଡେଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8506577--thumbnail-3x2-sensex.jpg)
ମୁମ୍ବାଇ: ବିଦେଶୀ ବଜାରରେ ସକରାତ୍ମକ ସଙ୍କେତ ଓ ଏଚଡିଏଫସି ବ୍ୟାଙ୍କ, ଏସିଆନ ପେଣ୍ଟସ ଭଳି ବଡ କମ୍ପାନୀର ସେୟାର ବିକ୍ରି ଯୋଗୁଁ ଶୁକ୍ରବାର ସେୟାର ବଜାର ସବୁଜରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 214 ପଏଣ୍ଟ ବୃଦ୍ଧି ପାଇ 38,434 .72 ପଏଣ୍ଟ ଚଢିଥିବା ବେଳେ ନିଫ୍ଟି 59 ପଏଣ୍ଟରୁ ଅଧିକ ବୃଦ୍ଧି ପାଇ 11,371.60 ରେ କାରବାର ବନ୍ଦ କରିଛି । ସେପଟେ ପେଟ୍ରୋଲ ଦାମ ଲଗାତାର ଦୁଇ ଦିନ ଧରି ବୃଦ୍ଧି ପାଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଛି ।