ଗୋରଖନାଥ ମନ୍ଦିରରେ ଯୋଗୀ ଆଦିତ୍ୟନାଥ - Yogi Adityanath
🎬 Watch Now: Feature Video

ଲକ୍ଷ୍ନୌ: ଚାଲିଛି ମହାମୟୀଙ୍କ ମହାନବମୀ ପୂଜା। ଏନେଇ ସବୁଠି ପାର୍ବଣ ମାହୋଲ । ମା ଦୁର୍ଗେଙ୍କୁ ଭକ୍ତିର ସହ ଡାକୁଛି ଭକ୍ତ। ଏହି ଅବସରରେ ଗୋରଖନାଥ ମନ୍ଦିରରେ ପୂଜା କରୁଛନ୍ତି ଯୋଗୀ ଆଦିତ୍ୟନାଥ। ଭକ୍ତିର ସହ ମୁଖ୍ୟମନ୍ତ୍ରୀ ଘଣ୍ଟା ବଜାଇ ପୂଜା କରୁଛନ୍ତି। ତେବେ ଏହି ପୂଜା ବେଳେ ଯୋଗୀ ବେଶଭୂଷା ବେଶ ଆକର୍ଷଣୀୟ ରହିଛି।