ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଣାଟକ ଉଡୁପିରେ ବନ୍ୟା ପରିସ୍ଥିତି

By

Published : Sep 20, 2020, 12:32 PM IST

thumbnail
ବେଙ୍ଗାଲୁର: ମହାମାରୀ କାଳରେ ଦେଶବାସୀଙ୍କୁ ହନ୍ତସନ୍ତ କରୁଛି ଜଳପ୍ରଳୟ। ପ୍ରକୃତିର ପ୍ରକୋପରେ ମଣିଷ ସମାଜ ଘାଣ୍ଟିଚକଟି ହେଉଛି। ପ୍ରଥମେ ଆସାମ,ବିହାର ସହ ଏବେ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ଉପୁଜିଛି। କର୍ଣ୍ଣାଟକର ଉଡୁପିରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବିପଦ ସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.