ଉତ୍ତରାଖଣ୍ଡ ଚାମୋଲିରେ ମନକିଣୁଛି ବ୍ରହ୍ମକମଳ - Garhwal of Chamoli
🎬 Watch Now: Feature Video
ଡେରାଡୁନ୍: ଚାମୋଲି ଉତ୍ତରାଖଣ୍ଡରେରେ ବିଶ୍ବ ପ୍ରସିଦ୍ଧ ଫୁଲ ଉପତ୍ୟକା ରାସ୍ତାରେ ଫୁଲ ଫୁଟିବା ଆରମ୍ଭ କରିଛି। ଆଉ ଫୁଲରେ ରହିଛି ଦେବ ପୁଷ୍ପ ବ୍ରହ୍ମକମଳ। ଏହି ସୁନ୍ଦର ବ୍ରହ୍ମକମଳର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ତୁଷାର ପାତ। ଏଠାରେ ପ୍ରାୟ 500 କିସମର ଫୁଲ ଦେଖିବାକୁ ମିଳେ | ବର୍ତ୍ତମାନ ଫୁଲ ଉପତ୍ୟକାରେ ଦୁଇ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଛି। ଏହା ଗରୱାଲ ଅଞ୍ଚଳର ଚାମୋଲି ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ | ଏହାକୁ ବିଶ୍ବ ଐତିହ୍ୟ ଭାବେ ଘୋଷଣା କରାଯାଇଛି।
Last Updated : Oct 10, 2020, 2:31 PM IST