'ବିଜୟ ପରେ ପୁରସ୍କାର ମିଳେ ମାତ୍ର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଜରୁରୀ' - ଭାରତୀୟ ହକି ଟିମ ନ୍ୟୁଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12799280-thumbnail-3x2-hockey-india.jpg)
ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ ଅଂଶଗ୍ରହଣକାରୀ ହକି ଟିମ ଇଣ୍ଡିଆକୁ ସ୍ବାଗତ କରୁଛି ଓଡିଶା । ସାମ୍ମାଦିକ ସମ୍ମିଳନୀରେ ଦେଶରେ ହକିର ଉନ୍ନତି ପାଇଁ କାମ ଆରମ୍ଭ ହୋଇସାରିଥିବା କହିଲେ ଗୋଲ୍କିପର ସବିତା ପୁନିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Aug 17, 2021, 5:05 PM IST