ବାଇଡେନଙ୍କ ବିଜୟର ଖୁସି ମନାଉଛନ୍ତି ଆମେରିକାବାସୀ - time square
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9473007-717-9473007-1604801700599.jpg)
ୱାଶିଂଟନ୍: ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ହେବେ । ବାଇଡେନଙ୍କ ବିଜୟ ନେଇ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଓ ୱାସିଂଟନ୍ ଡିସିରେ କରାଗଲା ସେଲିବ୍ରେସନ । ସାମିଲ ହେଲେ ଶତାଧିକ ସମର୍ଥକ ।