କୋରୋନା ଟୀକା ନେଲେ ଏମ୍ସ ନିର୍ଦ୍ଦେଶକ ରଣଦୀପ ସିଂ ଗୁଲେରିଆ - କୋରୋନା ଟୀକା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10264805-64-10264805-1610792944711.jpg)
ନୂଆଦିଲ୍ଲୀ: କୋରୋନା ଟୀକା ନେଲେ ଏମ୍ସ ନିର୍ଦ୍ଦେଶକ ରଣଦୀପ ସିଂ ଗୁଲେରିଆ । ଟୀକା ନେବା ପରେ ଭାରତୀୟ ବିଶେଷଜ୍ଞ, ବୈଜ୍ଞାନିକ ଓ ରେଗୁଲେଟରୀ ଅଥରିଟିଙ୍କ ଉପରେ ବିଶ୍ବାସ ରଖିବାକୁ ସାଧାରଣଜନତାଙ୍କୁ ଅନୁରୋଧ କରିଛନ୍ତି ଗୁଲେରିଆ । ଏହାସହ ଭାରତ ବାୟୋଟେକର କୋଭାକ୍ସିନ ଟୀକା ନିରାପଦ ବୋଲି ଟୀକାକରଣର ଏହି ସର୍ବବୃହତ ଅଭିଯାନ ସମୟରେ ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।