ବିଧାନସଭା ଉପନିର୍ବାଚନ: ପୋଲିଂ ବୁଥକୁ ବୁହା ହେଲେ ବରିଷ୍ଠ ଭୋଟର - by-election
🎬 Watch Now: Feature Video

ଭୋପାଳ: ଚାଲିଛି ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏନେଇ ପୋଲିଂ ବୁଥରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ । କୋରୋନା କାଳରେ କଟକଣା ମାନି ଭୋଟର ନିଜର ମତ ସାବ୍ୟସ୍ତ ପାଇଁ ପହଁଞ୍ଚିଛନ୍ତି । ତେବେ ଏଥିରୁ ବାଦ୍ ପଡିନାହାଁନ୍ତି ବରିଷ୍ଠ ଭୋଟର । ନିଜର ପ୍ରିୟ ପରିଜନ ମାନଙ୍କ ସହ ପହଁଞ୍ଚିଛନ୍ତି ଭୋଟ କେନ୍ଦ୍ରରେ । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ମଧ୍ୟପ୍ରଦେଶ ଓ ହରିୟାଣା ଉପନିର୍ବାଚନର ।