ଚର୍ଚ୍ଚାରେ ବିଜେଡି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥିନୀଙ୍କ ରିଲ୍ସ ଭିଡିଓ - ପୌର ନିର୍ବାଚନ ପ୍ରାର୍ଥୀନିଙ୍କ ଭିଡିଓ ଭାଇରାଲ ଖବର
🎬 Watch Now: Feature Video
ଝାରସୁଗୁଡ଼ା: ଜିଲ୍ଲାରେ ପୌର ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର-ପ୍ରସାର । ୩ ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି । ଏହିପରିପ୍ରେକ୍ଷୀରେ ବ୍ରଜରାଜନଗର ପୌର ପରିଷଦର ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀଙ୍କ ରିଲ୍ସ ଭିଡିଓ ଏବେ ଚର୍ଚ୍ଚାରେ । ବ୍ରଜରାଜନଗର ପୌର ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଭାବେ ଯାଜ୍ଞାସେନୀ ଓରାମ ପ୍ରାର୍ଥୀପତ୍ର ଭରିଛନ୍ତି । ବର୍ତ୍ତମାନ ଯାଜ୍ଞସେନୀଙ୍କ ରିଲ୍ସ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST