Municipal Vote Couting: ପୌର ମୁକୁଟ ପାଇଁ ବିଜେଡି-ବିଜେପି ମଧ୍ୟରେ ଟକ୍କର - ବାଲେଶ୍ବରରେ ପୌର ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା ଜାରି
🎬 Watch Now: Feature Video
ବାଲେଶ୍ୱର: 3ଟି ପୌର ଓ ଦୁଇଟି NACରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଇଭିଏମରେ ସିଲ୍ ଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲିବାକୁ ଯାଉଛି । ମୋଟ 31 ଜଣ ଅଧ୍ୟକ୍ଷ ଓ 319 ଜଣ କାଉନସିଲର ପ୍ରାର୍ଥୀଙ୍କ ମଧ୍ୟ କିଏ ବାଜିମାତ୍ କରିବ ତାହାରି ଉପରେ ରହିଛି ସଭିଙ୍କ ନଜର। ଅଧିକାଂଶ ସ୍ଥାନରେ କାଉନସିଲର ପଦ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ହେଉଛି । ସେପଟେ ଭୋଟ ଗଣତି ପ୍ରକ୍ରିୟା ପାଇଁ ବାଲେଶ୍ବର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ
Last Updated : Feb 3, 2023, 8:20 PM IST