thumbnail

By

Published : Feb 16, 2022, 8:45 AM IST

Updated : Feb 3, 2023, 8:16 PM IST

ETV Bharat / Videos

Panchayat Election:ନୟାଗଡ 22 ନଂ ଜୋନରେ ବିଜେଡିର ଶକ୍ତି ପ୍ରଦର୍ଶନ

ନୟାଗଡ଼: ରାଜସୁନାଖଳା 22 ନଂ ଜିଲ୍ଲା ପରିଷଦ ଜୋନରେ ଶକ୍ତି ପ୍ରଦର୍ଶନ କଲା ବିଜେଡ଼ି l ବାଇକ ଶୋଭାଯାତ୍ରା କରି ବିଜେଡ଼ି କର୍ମୀ ମାନେ ନିର୍ବାଚନୀ ପ୍ରଚାର କରିଛନ୍ତି l ମନ୍ତ୍ରୀ ଅରୁଣ ସାହୁ 22 ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଛନ୍ତି l ଏହି ଜୋନଟି ବିଜେପି ଅକ୍ତିଆର କରିଥିବା ବେଳେ ଚଳିତ ନିର୍ବାଚନରେ ଜୋନ ହାତେଇବାକୁ ବିଜେଡି ଆପ୍ରାଣ ଉଦ୍ୟମ ଜାରି ରଖିଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.