ଅସ୍ଥାୟୀ ପୋଲକୁ ଭସାଇ ନେଇଛି ବନ୍ୟାଜଳ, ଦେଖନ୍ତୁ ଭିଡିଓ - floods wash away bridge
🎬 Watch Now: Feature Video

ସିମଲା: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି। କିନୈର ଜିଲ୍ଲାର ଅକପା ରାସ୍ତାରେ ଥିବା ଏକ ବ୍ରିଜ ଭାସି ଯାଇଛି । ସିବା ଗାଁକୁ ସଂଯୋଗ କରୁଥିବା ଏକ ରାସ୍ତାର କିଛି ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି। ପୋହ ଏବଂ କାଜାକୁ ଭାରୀ ଯାନବାହନ ଚଳାଚଳ ବନ୍ଦ ରହିଛି । ଦେଖନ୍ତୁ ଭିଡିଓ...
Last Updated : Aug 12, 2020, 8:20 PM IST