ସାବରମତି ଆଶ୍ରମରେ ବୁଲି କ’ଣ ଦେଖିଲେ ଟ୍ରମ୍ପ, ଶୁଣନ୍ତୁ... - trump visit gandhi ashram
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6190065-thumbnail-3x2--gandhi.jpg)
ଅହମ୍ମଦାବାଦ: ସବୁ ଅପେକ୍ଷାର ଅନ୍ତ ଘଟାଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜୁରାଟର ଅହମ୍ମଦାବାଦରେ ଆସି ପହଞ୍ଚିଥିଲେ । ଆଉ ସାବରମତି ଆଶ୍ରମ ବୁଲି ଦେଖି ଫେରିଛନ୍ତି ମଧ୍ଯ । ତେବେ କିଭଳି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, କିଭଳି ସେ ଅନୁଭୂତି ଥିଲା, ସେନେଇ ଗାନ୍ଧୀ ଆଶ୍ରମର ଚିଫ ସେକ୍ରେଟାରୀ ଅମୃତ ମୋଦିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ।