ଜାପାନ ବ୍ୟାଣ୍ଡରେ ଶୁଣନ୍ତୁ ଭାରତର ଜାତୀୟ ସଙ୍ଗୀତ... - Japan band
🎬 Watch Now: Feature Video

ଜାତୀୟ ସଙ୍ଗୀତ ଶୁଣିବା ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହୋଇଯାଏ। ଭାରତର 74ତମ ସ୍ବାଧୀନତା ଦିବସ ଅବସରରେ ଜାପାନର ଟୋକିଓର ମାକିନ୍ ସୁପର ବ୍ୟାଣ୍ଡ ଭାରତୀୟ ଜାତୀୟ ସଙ୍ଗୀତକୁ ଏକ ନୂତନ ରୂପ ଦେଇଛନ୍ତି । ‘ପ୍ରିୟ ଭାରତ, ଆମେ ଆପଣଙ୍କୁ ଭଲପାଉଛୁ .. ଆମେ ଆପଣଙ୍କୁ ସମ୍ମାନ ଦେଉଛୁ। ସ୍ବାଧୀନତା ଦିବସ ଅବସରରେ ଆମେ ଆପଣଙ୍କର ଜାତୀୟ ପତାକାକୁ ନମସ୍କାର କରୁଛୁ। ’ କହି ଭାରତ ପ୍ରତି ସେମାନେ ଭଲ ପାଇବା ଦେଖାଇଛନ୍ତି ।