ଡାଳରେ ଥକ୍କା ମେଣ୍ଟାଉଛି ବାଘ, ପାଖରେ ବୁଲୁଛନ୍ତି ହାତୀ ପଲ; ଦେଖନ୍ତୁ ଭିଡିଓ - ଗଛଡାଳରେ ଥକ୍କା ମେଣ୍ଟାଉଛି ବାଘ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6181870-thumbnail-3x2-tiger.jpg)
ବେଙ୍ଗାଲୁରୁ: କୁହନ୍ତି ବାଘ ଓ ହାତୀ ଦୁହେଁ ବିପରୀତ। ହେଲେ ଏମିତି ଏକ ଭିଡିଓ ସାମନାକୁ ଆସିଛି ଯେଉଁଠି ଗୋଟିଏ ଗଛ ଡାଳରେ ବାଘଟି ଥକି ଯାଇ ଶୋଇଥିବାବେଳେ ସେହି ଗଛମୂଳେ ବିଚରଣ କରୁଛନ୍ତି ହାତୀ ପଲ । । ସବୁବେଳେ ବାଘର ଶିକାର କରୁଥିବା ଦୃଶ୍ୟ ନଜର ଆସିଥାଏ । ହେଲେ କ୍ଳାନ୍ତ ହୋଇ ବାଘଟି ଗଛ ଡାଳରେ ଶୋଇଛି । ଆଉ ଠିକ ସେହି ଗଛମୂଳରେ ହାତୀମାନେ ବିଚରଣ କରୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାକ୍କେନାହାଲା ବାନ୍ଦିପୁର ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ । ଯାହା ଦେଖେଣାହାରୀଙ୍କ ମନମୋହୁଛି ।