thumbnail

By

Published : Apr 24, 2021, 7:26 PM IST

ETV Bharat / Videos

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା, ବାୟୁସେନାର ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ: ଚାମୋଲି ଜିଲ୍ଲାର ଜୋଶିମାଥ ସେକ୍ଟରର ସୁମନା ଅଞ୍ଚଳରେ ହିମସ୍ଖଳନ ଘଟଣାରେ ଜାରି ରହିଛି ଏୟାର ଲିଫ୍ଟିଂ । ସାମିଲ ହୋଇଛି ଭାରତୀୟ ବାୟୁ ସେନାର ହେଲିକପ୍ଟର । ଘଟଣାରେ 300ରୁ ଉର୍ଦ୍ଧ୍ବ ଲୋକଙ୍କୁ ସଫଳତା ସହ ଉଦ୍ଧାର କରାଯାଇଥିଲାବେଳେ 10 ଜଣଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.