ରାଜକୀୟ ବିବାହ ! ହେଲିକାପ୍ଟରରେ ବରର ଏଣ୍ଟ୍ରି - ହେଲିକ୍ୟାପଟରେ ବରର ଏଣ୍ଟ୍ରି

🎬 Watch Now: Feature Video

thumbnail

By

Published : Dec 1, 2020, 11:03 PM IST

ବେଙ୍ଗାଲୁରୁ: ସାଧାରଣ ବିବାହରେ ବର କାରରେ ଆସିବା କଥା ତ ଆପଣମାନେ ଦେଖିଥିବେ । ହେଲେ ବେଙ୍ଗାଲୁରୁରେ ବରର ଏଣ୍ଟ୍ରି କାରରେ ନୁହେଁ ବରଂ ହେଲିକାପ୍ଟରରେ ହୋଇଛି । ଏପରି ରୟାଲ ୱେଡିଂକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଛି ଜୋରସୋର ଚର୍ଚ୍ଚା । ତୁମକୁରର ନୀରୁପଙ୍କ ସହ ବେଙ୍ଗାଲୁରୁର ଐଶ୍ଚର୍ଯ୍ୟାଙ୍କର ବିବାହ ସମ୍ପନ୍ନ ହୋଇଛି । ହେଲେ ଏହି ବିବାହଟି ସାଧାରଣ ନଥିଲା । ତଲଘାଟପୁରର ବିଆରଏସ ଗ୍ରାନଜରରେ ଥିବା ଏହି ବିବାହ ମଣ୍ଡପଟି ମଧ୍ୟ ବେଶ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିଲା । ନୀରୁପ ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ଧାନ ମିଲ୍ ଅଛି । ବଳରାମ ଏବଂ ରମାଦେବୀ ସେଠୀଙ୍କର ପୁତ୍ର ନୀରୁପ । ଆଜିର ବିବାହ କାର୍ଯ୍ୟକ୍ରମଟି ବେଙ୍ଗାଲୁୁରୁ ପାଇଁ ସ୍ବତନ୍ତ୍ର ଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.