'ଭାରତର ଅଭିବୃଦ୍ଧିରେ ରେଳ ନେବ ବଡ଼ ଭୂମିକା'

🎬 Watch Now: Feature Video

thumbnail

By

Published : Oct 23, 2021, 5:45 PM IST

ଗାନ୍ଧୀନଗର: ରେଳ ଆମ ଜୀବନ ଜୀବିକାରେ ବଡ଼ ଭୂମିକା ଗ୍ରହଣ କରେ । ବିଶ୍ବସ୍ତରୀୟ ରେଳ ଷ୍ଟେସନ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ବପ୍ନ । ଏଥିମଧ୍ୟରୁ ପ୍ରଥମ ହେଉଛି ଗାନ୍ଧୀନଗର ରେଳ ଷ୍ଟେସନ। PPP ମଡେଲରେ ଏଠାରେ ନିର୍ମାଣ କରାଯାଉଛି ଏକ ପଞ୍ଚ ତାରକା ହୋଟେଲ । ସେହିଭଳି IRCTC, HTC ମାଧ୍ୟମରେ ରେଳର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ । ପିପିପି ମଡେଲରେ ଦେଶର 75ଟି ନୂତନ ରେଳ ଷ୍ଟେସନ୍ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଆଗାମୀ ଭବିଷ୍ୟତରେ ଭାରତର ଅଭିବୃଦ୍ଧିରେ ରେଳ ବିଭାଗ ଏକ ଗେମ ଚେଞ୍ଜର ଭାବେ କାର୍ଯ୍ୟ କରିବ । ତେବେ କାଶ୍ମୀର ଉପତ୍ୟକା ପର୍ଯ୍ୟନ୍ତ ରେଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଦେଶର ଅଭିବୃଦ୍ଧିରେ ଏହି ବିଭାଗର ବଡ଼ ଭୂମିକା ରହିବ ବୋଲି ରାଷ୍ଟ୍ର ରେଳମନ୍ତ୍ରୀ ଦର୍ଶନା ଜରଦୋଷ ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.