ପୁଡୁଚେରୀର ପ୍ଲାଷ୍ଟିକ ମୁକ୍ତ ଗାଁ, ଯେଉଁଠି ବ୍ୟବହାର ହୁଏ କପଡା ଓ କାଗଜ ବ୍ୟାଗ୍ - ପ୍ଲାଷ୍ଟିକର ବିକଳ୍ପ
🎬 Watch Now: Feature Video

ପୁଡୁଚେରୀ: ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବାକୁ ଦେଶବାସୀଙ୍କୁ ଏକ ସ୍ବପ୍ନ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ସବୁଠି ଖୋଜା ଚାଲିଛି ପ୍ଲାଷ୍ଟିକର ବିକଳ୍ପ । କେଉଁ ପନ୍ଥା ଆପଣେଇଲେ ପ୍ଲାଷ୍ଟିକ ଠାରୁ ଦୂରେଇ ରହି ପାରିବେ ସେନେଇ ପୁଡୁଚେରୀର ଏକ ଗାଁରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ପଦକ୍ଷେପ ।